Uttam Kumar Pradhan’s biography, net worth, fact, career, awards and life story

Intro Indian Writer
Is Writer 
Short story writer 
From India 
Type Literature 
Gender male
Birth Kalahandi district, India

ଉତ୍ତମ କୁମାର ପ୍ରଧାନ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ । ୧୯୮୮ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ “ନଚିକେତାର ହାତ” ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।

ରଚନାବଳୀ

  • ବେଳାଭୂମିରେ ବାନପ୍ରସ୍ଥ
  • କଳାହାଣ୍ଡିରେ କଥାକାର
  • ଶୂନ୍ୟପୋଥିର କାହାଣୀ

ସମ୍ମାନ ଓ ପୁରସ୍କାର

  • ଶାରଳା ପୁରସ୍କାର – ୨୦୦୨
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୧୯୮୮ (ନଚିକେତାର ହାତ ପାଇଁ)

ଆଧାର

You May Also Like