Pradeep Biswal’s biography, net worth, fact, career, awards and life story

Intro Odia writer
Is Writer 
From India 
Type Literature 
Gender male
Birth 1960, Jajpur district
Age: 60 years

ପ୍ରଦୀପ ବିଶ୍ଵାଳ(ଜନ୍ମ : ୧୯୬୦), ଜଣେ ଓଡ଼ିଆ ସାହିତ୍ୟିକ ଓ ଓଡ଼ିଶା ଅର୍ଥନୀତି ସେବାର ଜଣେ ଅଧିକାରୀ । ସେ କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଏବଂ ଅନୁବାଦ ଆଦି ରଚନା କରିଥାନ୍ତି ।

ଜୀବନୀ

ପ୍ରଦୀପ ବିଶ୍ଵାଳ, ୧୯୬୦ ମସିହାରେ ଅଭିଭକ୍ତ କଟକ(ଏବେ ଯାଜପୁର) ଜିଲ୍ଲାର ରାଛିପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ପ୍ରାୟ ଦଶ ବର୍ଷ ବୟସରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ପରିବାରରେ ସାହିତ୍ୟିକ ପରିବେଶ ଓ ସ୍କୁଲ ଶିକ୍ଷକମାନଙ୍କର ପ୍ରୋତ୍ସାହନ ତାଙ୍କୁ ଏଦିଗରେ ପ୍ରେରଣା ଯୋଗାଇଥିଲା । ପ୍ରଦୀପ ଇତିହାସରେ ଏମଫିଲ ପରେ ଏମବିଏ କରିଛନ୍ତି । ବୃତ୍ତିରେ ସେ ଜଣେ ଓଡ଼ିଶା ଅର୍ଥନୀତି ସେବା ଅଧିକାରୀ ।

ରଚନାବଳି

  • ଧୂସର ଧ୍ରୁପଦୀ – ୧୯୯୧
  • ଭୂମୀସ୍ପର୍ଶ – ୧୯୯୪
  • ଶେଷ ଲୋକ – ୨୦୦୨
  • ପ୍ରେମ କବିତା – ୨୦୦୭
  • ଫେରିବା ବାଟରେ
  • ଜଳ ଦର୍ପଣ – ୨୦୦୨

    ସମ୍ମାନ ଓ ପୁରସ୍କାର

    • ଗୋକର୍ଣ୍ଣିକା ପୁରସ୍କାର
    • ଚଲାପଥ ପୁରସ୍କାର
    • ନନ୍ଦିଘୋଷ ପୁରସ୍କାର
    • ଫକିରମୋହନ ସାହିତ୍ୟ ସଂସଦ ସମ୍ମାନ
    • ଯାଜପୁର ଜିଲ୍ଲା ଲେଖକ ପରିଷଦ ସମ୍ମାନ

      ଆଧାର

      You May Also Like