Hemant Kumar Das’s biography, net worth, fact, career, awards and life story

Intro Indian playwright
Was Writer 
Playwright 
From India 
Type Film, TV, Stage & Radio 
Literature 
Gender male
Birth 22 April 1937, Jharsuguda
Death 9 July 2017, Cuttack
(aged 80 years)

ହେମନ୍ତ କୁମାର ଦାସ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ । ଗଳ୍ପ, ଏକାଙ୍କିକା, ଶିଶୁ ସାହିତ୍ୟ, ନାଟକ, ସମୀକ୍ଷା ଆଦି ସାହିତ୍ୟବିଧାରେ ସେ ନିଜ ଲେଖନି ଚାଳନା କରିଥିଲେ ।

ଜୀବନୀ

ହେମନ୍ତ କୁମାର ଦାସ, ୧୯୩୭ ମସିହା ଫେବୃଆରୀ ୮ତାରିଖରେ କଟକ ଜିଲ୍ଲାର କନ୍ଦରପୁର ବ୍ଳକ ଅନ୍ତର୍ଗତ ବୋଧପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟରୁ ସେ ଉଭୟ ସଂସ୍କୃତ ଓ ଓଡ଼ିଆରେ ସ୍ନାତକୋତ୍ତର ଥିଲେ । ଅଧ୍ୟାପନା ବୃତ୍ତିରେ ଥାଇ, ସେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଓ ଶିକ୍ଷାବିଭାଗରେ ଉପନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ରଚନାବଳୀ

ନାଟକ

  • ମରୁତୀର୍ଥ – ୧୯୬୪
  • ଏ ପୃଥିବୀ ଶରସଜ୍ୟା – ୧୯୬୭
  • ନଚିକେତା ସମ୍ବାଦ – ୧୯୬୮
  • ଜୟ ଜୟନ୍ତୀ – ୧୯୮୦
  • ଋତୁର ନାମ ପ୍ରିୟମ୍ବଦା – ୧୯୮୧
  • ଦୁନିଆ – ୧୯୯୨

ସମୀକ୍ଷା

  • ଓଡ଼ିଆ ନାଟକର ବିକାଶଧାରା
  • ଓଡ଼ିଆ ଲୋକନାଟକ
  • ଓଡ଼ିଆ ମଞ୍ଚ ପରିକ୍ରମା

ଅନ୍ୟାନ୍ୟ

  • ଅଶ୍ୱିନୀ କୁମାର ଘୋଷ
  • ବୈଷ୍ଣବ ପାଣି
  • ଓଡ଼ିଆ ନାଟକକୋଷ

    ପୁରସ୍କାର ଓ ସମ୍ମାନ

    • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୧୯୯୩(ଦୁନିଆ ନାଟକ ପାଇଁ)
    • ଝଙ୍କାର ବିଷୁବ ପୁରସ୍କାର – ୧୯୮୫
    • ଜୀବନରଙ୍ଗ ପୁରସ୍କାର – ୧୯୯୪
    • ଗୌରୀଶଙ୍କର ପୁରସ୍କାର – ୧୯୯୯
    • ଏକାମ୍ର ସମ୍ମାନ – ୨୦୦୧(କେଦାରନାଥ ଗବେଷଣା ପ୍ରତିଷ୍ଠାନ ପ୍ରଦତ୍ତ)
    • ଗଙ୍ଗାଧର ପୁରସ୍କାର – ୨୦୦୯

      ଆଧାର

      You May Also Like