Akshaya Mohanty Kashyap’s biography, net worth, fact, career, awards and life story

Intro Indian actor
A.K.A. Akshaya Mohanty (Kashyap), Akshaya Mohanty ‘Kashyap’
Was Actor 
Film director 
From India 
Type Film, TV, Stage & Radio 
Gender male
Birth 19 December 1937
Death 22 May 2004
(aged 66 years)

ଅକ୍ଷୟ ମହାନ୍ତି(ଜନ୍ମ : ୧୯/୧୨/୧୯୩୭) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଥିଲେ ।

ଜୀବନୀ

ଅକ୍ଷୟ, ୧୯୩୭ ମସିହାରେ କଟକ ଜିଲ୍ଲାର କିଆଡ଼ିଙ୍ଗିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ନାଟ୍ୟକଳା ପ୍ରତି ଆଗ୍ରହୀ ଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ସମୟରେ ସେ “ଏକଲବ୍ୟ” ନାଟକରେ ଅଭିନୟ କରିଥିଲେ । “ୟୁନାଇଟେଡ଼ ଆର୍ଟିଷ୍ଟ” ଥିଏଟର ଅନୁଷ୍ଠାନ ଆନୁକୁଲ୍ୟରେ ଅଭିନୀତ ନାଟକ “ମମତା” ତାଙ୍କୁ ପରିଚିତି ଆଣିଦେଇଥିଲା । ଅଭିନୟର ଆକର୍ଷଣ ଏପରି ତୀବ୍ର ଥିଲା ଯେ, ସେ ଚାକିରି ଛାଡି ଅଭିନୟକୁ ନିଜର ବୃତ୍ତି ଭାବରେ ଆବୋରୀ ନେଇଥିଲେ । ୧୯୫୯ ମସିହାରେ ଶ୍ରୀ ଲୋକନାଥ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ କଥାଚିତ୍ର ଓ ଯାତ୍ରାରେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।

ଓଡ଼ିଆ କଥାଚିତ୍ର

ଅଭିନୟ

  • ଶ୍ରୀ ଲୋକନାଥ
  • ମଲାଜହ୍ନ
  • ନବଜନ୍ମ
  • ଅମଡ଼ା ବାଟ
  • ସଂସାର
  • ମାଣିକ ଯୋଡ଼ି
  • ହିସାବ ନିକାଶ
  • ଲାଲ ପାନ ବିବି
  • ଚିଲିକା ତୀରେ

ନିର୍ଦ୍ଦେଶନା

  • ନୀଳ ଶୈଳ
  • ଜୟ ମା ମଙ୍ଗଳା
  • ସଉତୁଣୀ
  • ଶଙ୍ଖ ମହୂରୀ

    ଆଧାର

    ବାହାର ଆଧାର

    • ଅକ୍ଷୟ ମହାନ୍ତି (ଇଣ୍ଟରନେଟ ମୁଭି ଡାଟାବେସରେ)
    You May Also Like